26 Aug 2026, 04:43 UTC79 views2 reactionsread 26 August 2026 *ଖବର ଆଜିର, ୨୬ ଅଗଷ୍ଟ ବୁଧବାର*
=================
ସଡ଼କ ଦୁର୍ଘଟଣା ମୃତ୍ୟୁ ହ୍ରାସ କରିବା ପାଇଁ ଆସନ୍ତା ୭ ମାସ ପର୍ଯ୍ୟନ୍ତ ପ୍ରତି ମାସର ପ୍ରଥମ ସପ୍ତାହରେ ପାଳନ ହେବ ‘ଶୂନ ମୃତ୍ୟୁ ସପ୍ତାହ’।
ବିଧାନସଭାର ମୌସୁମୀ ଅଧିବେଶନ ଆସନ୍ତା ସେପ୍ଟେମ୍ବର ୨୨ରୁ ଅକ୍ଟୋବର ୩ ପର୍ଯ୍ୟନ୍ତ ଚାଲିବ।
ଓଡ଼ିଶା ସରକାର ପୁନର୍ବାସ ଓ ଥଇଥାନ ନୀତିରେ ଅନୁଦାନ ଓ କ୍ଷତିପୂରଣ ହାର ବୃଦ୍ଧି କରିଛନ୍ତି। ୧ ଏପ୍ରିଲ ୨୦୨୬ରୁ ୩୧ ମାର୍ଚ୍ଚ ୨୦୨୮ ପର୍ଯ୍ୟନ୍ତ ଲାଗୁ ରହିବ।
ଆସନ୍ତା ୨୮ ତାରିଖ ରାକ୍ଷୀ ପୂର୍ଣ୍ଣିମାରେ ନୟାଗଡ଼ଠାରେ ସ…
❤2
25 Aug 2026, 06:38 UTC187 views2 reactionsread 26 August 2026 *ଖବର ଆଜିର, ୨୫ ଅଗଷ୍ଟ, ମଙ୍ଗଳବାର*
================
ବର୍ଷାରେ ପୁଣି ଫୁଲିଲା ମହାନଦୀ, ବୈତରଣୀ ନଦୀ, ବଡ଼ ବନ୍ୟା ଆଶଙ୍କା, ହୀରାକୁଦରେ ୧୬ ଗେଟ୍ ଖୋଲିଲା।
ଇନ୍ଦ୍ରାବତୀ ନଦୀର ପାଣି ବଢ଼ିଲା, ନବରଙ୍ଗପୁର କୋଷାଗୁମୁଡାରେ ୨ ଗ୍ରାମର ୧୫୦୦ ଲୋକ ଜଳବନ୍ଦୀ।
ଦେବୋତ୍ତର ଆଇନ ସଂଶୋଧନ ହେବ, ମନ୍ଦିର, ମଠର ପ୍ରଶାସନିକ ଓ ଆର୍ଥିକ ପରିଚାଳନା ସୁଦୃଢ଼ କରାଯିବ।
ରାଜ୍ୟରେ ପୂର୍ତ୍ତ ବିଭାଗରେ ରାଜପଥ ୫୦% କାମ ବିଳମ୍ବରେ ଚାଲିଛି, ଅନ୍ୟ ରାସ୍ତା ୬୬%, ଓବିସିସି କାମ ୯୪%, ନଗର ଉନ୍ନୟନ ୪୨%, ଗ୍ରାମ୍ୟ ଉନ୍ନୟନ କାମ ୧୦…
❤2
23 Aug 2026, 08:16 UTC299 views5 reactionsread 26 August 2026 *ଖବର ଆଜିର, ୨୩ ଅଗଷ୍ଟ, ରବିବାର*
================
ଖରିଫ ଧାନ ସଂଗ୍ରହ ପାଇଁ ବର୍ତ୍ତମାନ ସୁଦ୍ଧା ରାଜ୍ୟର ୭ଲକ୍ଷ ୧୮ହଜାରରୁ ଅଧିକ ଚାଷୀ ନାମ ପଞ୍ଜୀକରଣ କରିଛନ୍ତି।
ଉତ୍ତର-ପଶ୍ଚିମ ଏବଂ ଦକ୍ଷିଣ ଉପକୂଳରେ ଘୂର୍ଣ୍ଣିବଳୟ ସକ୍ରିୟ। ଉତ୍ତର ଓ ଦକ୍ଷିଣ ଓଡ଼ିଶାର କେତେକ ଜିଲାରେ ପ୍ରବଳ ବର୍ଷା ହେବ।
‘ଏଲ୍ ନିନୋ’ ପ୍ରଭାବରେ ଶତାବ୍ଦୀର ସବୁଠାରୁ ଗରମ ବର୍ଷ ହେବ ୨୦୨୭।
ପୁରୀ ଶ୍ରୀମନ୍ଦିରରେ ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର ଗଣତି ପ୍ରହସନ। ଆସନ୍ତା ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ ରେ ହେବ।
ରାଜ୍ୟରେ ସହଜ ହେବ ହୋମ୍…
❤5
22 Aug 2026, 04:58 UTC374 views3 reactionsread 26 August 2026 *ଖବର ଆଜିର, ୨୨ ଅଗଷ୍ଟ ଶନିବାର*
==================
ଓଡ଼ିଶାରେ ୨,୭୮୦.୧୦ କୋଟିର ୧୪ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ। ୧୪,୧୦୪ ନିଯୁକ୍ତି ସୃଷ୍ଟି ହେବ ବୋଲି କହିଲେ ସରକାର।
୨୫ଟି ବୈଷୟିକ ଓ ଅଣବୈଷୟିକ ଶିକ୍ଷାନୁଷ୍ଠାନ ଓ ବିଶ୍ୱ ଦକ୍ଷତା କେନ୍ଦ୍ର ଭିତରେ ଏମଓୟୁ ସ୍ୱାକ୍ଷର।
ଓଡ଼ିଆ ସଙ୍ଗୀତ ଜଗତରେ ତିନି ପିଢୀକୁ ନିଜ ସ୍ୱରରେ ବାନ୍ଧି ରଖିଥିବା ପ୍ରଣବ ପଟନାୟକଙ୍କ ପରଲୋକ।
ଅଗଷ୍ଟ ୨୮, ରାଖୀ ପୂର୍ଣ୍ଣିମାରେ ସୁଭଦ୍ରା ୫ମ କିସ୍ତି ମିଳିବ। ୫,୧୬୦ କୋଟିରୁ ଅଧିକ ଟଙ୍କା ପାଇବେ ୧,୦୩,୨୬,୧୬୨ ହିତାଧିକାରୀ।
ପନ…
❤3
21 Aug 2026, 03:23 UTC362 views3 reactionsread 26 August 2026 *ଖବର ଆଜିର, ୨୧ ଅଗଷ୍ଟ ଶୁକ୍ରବାର*
=================
ବନ୍ୟା ଯୋଗୁଁ ରାଜ୍ୟର ୬ଟି ଜିଲ୍ଲାର ୩୪ଟି ବ୍ଲକ ପ୍ରଭାବିତ, ୧୨ ଲକ୍ଷ ୮୭ ହଜାର ଲୋକ ବନ୍ୟା ପ୍ରଭାବରେ ଅଛନ୍ତି।
ରାଜ୍ୟର ବିଭିନ୍ନ ନଦୀର ଜଳସ୍ତର ଧୀରେ ଧୀରେ କମିବାରେ ଲାଗିଛି।
ହୀରାକୁଦରେ ବଢ଼ିଲା ବନ୍ୟାଜଳ, ଖୋଲିଲା ଆଉ ଦୁଇ ଗେଟ, ମୋଟ ୧୭ଟି ଗେଟ୍ ଜରିଆରେ ବନ୍ୟାଜଳ ନିଷ୍କାସନ ହେଉଛି।
ରାଜ୍ୟରେ ୩ କୋଟି ୯ଲକ୍ଷ ୭୧ ହଜାର ଯୋଗ୍ୟ ଭୋଟର୍ ଚୂଡ଼ାନ୍ତ ତାଲିକାରେ ସାମିଲ। ସେପ୍ଟେମ୍ବର ୨୧ରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ।
ରାଜ୍ୟରେ ସମସ୍ତ ବ୍ୟାଟ…
❤3
20 Aug 2026, 10:14 UTC339 views1 reactionsread 26 August 2026 *ଖବର ଆଜିର, ୨୦ ଅଗଷ୍ଟ ଗୁରୁବାର*
================
ଆସନ୍ତା ୨୩ ତାରିଖରେ ଆଉ ଏକ ଲଘୁଚାପ, ୩ ଦିନ ପରେ ପୁଣି ବର୍ଷିବ। ଉତ୍ତର ଓଡ଼ିଶାରେ ଅଧିକ ହେବ।
ଜୁନ, ଜୁଲାଇ ଓ ଅଗଷ୍ଟ ମଧ୍ୟରେ ରାଜ୍ୟରେ ୧୧୦୦ ମି.ମିରୁ ଅଧକ ବର୍ଷା, ସ୍ୱାଭାବିକ ବର୍ଷା ପରିମାଣରୁ ୩୪℅ ଅଧିକ।
ରାଜ୍ୟର ବୈଷୟିକ ଶିକ୍ଷାନୁଷ୍ଠାନରେ ଜାତୀୟ ଶିକ୍ଷା ନୀତି କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତି ଚାଲିଛି।
ହ୍ବାଟ୍ସଆପ୍ରେ ହେବ ରାଜସ୍ବ ବିଭାଗ ଅଭିଯୋଗ ସମାଧାନ। ୯୪୩୭୨୯୨୦୦୦ ନମ୍ବରରେ ଅଭିଯୋଗ କଲେ ସେବା ମିଳିବ।
ରାଜ୍ୟରେ କଟିଲେଣି ୪.୧୪…
❤1
18 Aug 2026, 03:39 UTC476 views3 reactionsread 26 August 2026 *ଖବର ଆଜିର, ୧୮ ଅଗଷ୍ଟ ମଙ୍ଗଳବାର*
=====================
ବଙ୍ଗୋପସାଗରରେ ଅବପାତ ଯୋଗୁଁ ଆଜି ରାଜ୍ୟରେ ପ୍ରବଳ ବର୍ଷା ହେବ।
ରକ୍ଷାବନ୍ଧନରେ ମହିଳାଙ୍କୁ ସୁଭଦ୍ରା ଟଙ୍କା ବଣ୍ଟନ ଭେଟି, କୋଟିଏରୁ ଅଧିକ ମହିଳାଙ୍କୁ ମିଳିବ କିସ୍ତି ଟଙ୍କା।
ଲଘୁଚାପ ବର୍ଷାରେ ରାଜ୍ୟର ୬ ଜିଲ୍ଲାରେ ବନ୍ୟା। ୭.୮୫ ଲକ୍ଷ ଲୋକ ପ୍ରଭାବିତ, ୧୩୦୪ ଗାଁ ଓ ୯୪୧ ଘର କ୍ଷତିଗ୍ରସ୍ତ।
ରାଜ୍ୟର ଅପହଞ୍ଚ ଅଞ୍ଚଳରେ ନିର୍ମାଣ ହେବ ୨୦୯୯ କିମି ରାସ୍ତା, ୫ ବର୍ଷରେ ଖର୍ଚ୍ଚ ହେବ ୧୩୦୦ କୋଟି।
ସର୍ଭେ ରିପୋର୍ଟ: ରେଳବାଇର ସମୟଜ୍ଞାନ ନାହିଁ, …
❤3
17 Aug 2026, 09:42 UTC489 viewsread 26 August 2026 ଇତିହାସରେ ଆଜିଦିନ: (୧୯୪୭) ଭାରତ ପାକିସ୍ତାନ ସୀମାରେ ରେଡ଼ କ୍ଲିଫ ଲାଇନ ନିର୍ଦ୍ଧାରଣ ହେଲା/ (୧୯୬୮) ପ୍ରଥମ ମିସ ବ୍ଲାକ ଆମେରିକା ପ୍ରତିଯୋଗିତା/ (୧୯୮୮) ପାକିସ୍ତାନ ରାଷ୍ଟ୍ରପତି ଜିଆ ଉଲ ହକ ବିମାନ ଦୁର୍ଘଟଣାରେ ମୃତ/ (୧୯୯୯) ତୁର୍କୀ ଭୁକମ୍ପରେ ୧୭,୦୦୦ ମୃତ
==================
*ବନ୍ଦେ ଉତ୍କଳ ଜନନୀ* 🪻🌻🪻
17 Aug 2026, 09:32 UTC529 views1 reactionsread 26 August 2026 *ଖବର ଆଜିର, ୧୭ ଅଗଷ୍ଟ ସୋମବାର*
================
ରାଜ୍ୟରେ ବନ୍ୟାସ୍ଥିତି, ଉତ୍କଳ ବିଶ୍ବବିଦ୍ୟାଳୟର ସମସ୍ତ ପରୀକ୍ଷା ବାତିଲ, ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝରରେ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି।
ଆସନ୍ତା ୩ଦିନ ଭୀଷଣ ବର୍ଷା। ଓଡ଼ିଶା ସମେତ ୧୫ଟି ରାଜ୍ୟରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି। ଅନେକ ସ୍ଥାନରେ ପବନ ଓ ବଜ୍ରପାତ ସମ୍ଭାବନା।
ରାଜଧାନୀରେ ଦିନରାତି ଶିକ୍ଷକ ସଂଘର ଧାରଣା। ବର୍ଷାରେ ଭିଜିଲେ, ରାସ୍ତାରେ ଶୋଇଲେ।
ସମସ୍ତ ଅନଲାଇନ୍ ଟ୍ୟାକ୍ସି ସଂସ୍ଥାକୁ ବିରୋଧ କରି ଆଜିଠାରୁ ଓଡ଼ିଶା ବନ୍…
❤1
16 Aug 2026, 06:34 UTC475 views4 reactionsread 26 August 2026 *ଖବର ଆଜିର, ୧୬ ଅଗଷ୍ଟ ରବିବାର*
=================
ଆଗାମୀ ଦୁଇଦିନରେ ବଙ୍ଗୋପସାଗରରେ ଆସୁଛି ଆଉ ଏକ ଲଘୁଚାପ, ସାରା ରାଜ୍ୟରେ ଝଡ଼ବର୍ଷା ସମ୍ଭାବନା।
ସରକାରୀ ଚାକିରି ବୟସ ସୀମା ୪୨କୁ ବୃଦ୍ଧି କଲେ ରାଜ୍ୟ ସରକାର।
ସରକାର ପ୍ରତିଶ୍ରୁତି ଦେଲେ, ୫ ବର୍ଷରେ ୨୦ ଲକ୍ଷ ଚାକିରି ଦେବେ, ଆଉ ୩ ବିଶ୍ୱ ଦକ୍ଷତା କେନ୍ଦ୍ର ଖୋଲିବେ।
ଓଡ଼ିଶାରେ ବଢ଼ିବ ଡପଲର୍ ରାଡାର ସଂଖ୍ୟା; ବାତ୍ୟା-ବର୍ଷା ପୂର୍ବରୁ ମିଳିବ ସୂଚନା, କମିବ ବିପର୍ଯ୍ୟୟ କ୍ଷୟକ୍ଷତି, କହିଲେ ସରକାର।
ଆଗ୍ରିଷ୍ଟାକ୍ ନଥିଲେ ବି ଚାଷୀଙ୍କ ଧାନ କିଣାଯିବ, କ…
❤3👍1
15 Aug 2026, 02:23 UTC439 views2 reactionsread 26 August 2026 *ଖବର ଆଜିର, ୧୫ ଅଗଷ୍ଟ ଶନିବାର*
=================
ରାଜ୍ୟର ସମସ୍ତ ପୌରାଞ୍ଚଳରେ କଠିନ ବର୍ଜ୍ୟ ପରିଚାଳନା ନିୟମ ପାଳନ ସହ ୪-ସ୍ତରୀୟ ବର୍ଜ୍ୟ ପୃଥକୀକରଣ ବ୍ୟବସ୍ଥା ଲାଗୁ ପାଇଁ ନିର୍ଦ୍ଦେଶ।
ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଣ୍ଠି ପ୍ରଥମ ବୈଠକରେ ଓଡିଶା ପାଇଁ ଅଧିକ ପ୍ରକଳ୍ପ ମଞ୍ଜୁରପାଇଁ ନାବାର୍ଡକୁ ପରାମର୍ଶ।
ବିଶିଷ୍ଟ ପୁଲିସ୍ ସେବା ପୁରସ୍କାର ଘୋଷଣା ହୋଇଛି। ଓଡ଼ିଶାର ୧୭ ପୁଲିସ୍ ଅଧିକାରୀ ଓ କର୍ମଚାରୀ ଏହି ସମ୍ମାନ ପାଇବେ।
୨,୭୧୧ ପ୍ୟାକ୍ସ/ଲ୍ୟାମ୍ପସ୍ର ୫,୪୨୨ ଜଣ ଅଧିକାରୀଙ୍କ ପାଇଁ OS-CIT ମାଧ…
❤2
15 Aug 2026, 02:23 UTC359 viewsread 26 August 2026 Photo
Photo, posted without a caption
Showing the 12 most recent of 20 posts we hold for @samajanewspaper. View and reaction counts are the latest single reading for each post, not a live figure, and a recent post is still accumulating both. A view count marked ≈ was rounded by Telegram before we ever saw it — t.me prints views in full below 1,000 and to three significant figures above, so ≈1,200,000 means somewhere between 1,150,000 and 1,249,999. Unmarked counts are exact. Text is reproduced from the public post preview and truncated for length.