10 Sept 2026, 04:17 UTC199 views1 reactionsread 10 September 2026 *ଖବର ଆଜିର, ୧୦ ସେପ୍ଟେମ୍ବର ଗୁରୁବାର*
=================
ଉତ୍ତର ବଙ୍ଗୋପସାଗରରେ ଲଘୁଚାପ, ରାଜ୍ୟରେ ୩ ଦିନ ପ୍ରବଳ ବର୍ଷା ଆଶଙ୍କା।
ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରଥମ ୟୁଏଇ ଗସ୍ତ ସମୟରେ ଆଦାନୀ-ଆଇଏଚ୍ସି ୨.୧୦ ଲକ୍ଷ କୋଟିର ବୁଝାମଣା ସ୍ବାକ୍ଷରିତ।
ବିପିୟୁଟି ଇଭେନ୍ ସେମିଷ୍ଟର ପରୀକ୍ଷା ଶେଷ ହେବାର ମାତ୍ର ଦୁଇ ଦିନ ମଧ୍ୟରେ ଫଳ ପ୍ରକାଶ କରି ରେକର୍ଡ ସୃଷ୍ଟି। କରିଛି।
ଓଡ଼ିଶା ରାଜ୍ୟ ସମବାୟ ୟୁନିଅନ୍ର ୫୬ତମ ବାର୍ଷିକ ସଭାରେ ୨୦ଟି ପ୍ରସ୍ତାବ ସର୍ବସମ୍ମତିକ୍ରମେ ଗୃହୀତ।
ପୁରୀ ରେ ଶ୍ରୀମନ୍ଦିର…
❤1
Signed *UTTAM*
9 Sept 2026, 04:06 UTC416 views2 reactionsread 10 September 2026 *ଖବର ଆଜିର, ୯ ସେପ୍ଟେମ୍ବର, ବୁଧବାର*
=================
ଆସନ୍ତା ୧୧ରେ ବଙ୍ଗୋପସାଗରରେ ଲଘୁଚାପ। ଆଜି ବାଲେଶ୍ବର, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାର କିଛି ସ୍ଥାନରେ ଘଡ଼ଘଡ଼ି ସହ ପବନ ହେବ।
ବର୍ଷାରେ ଗ୍ରୀଷ୍ମ ତାତି, ୩୫ଂ ଉପରେ ୧୨ ସହର, ପାରଳାଖେମୁଣ୍ଡିରେ ସର୍ବାଧିକ ୩୭.୬ଂ।
ସହରାଞ୍ଚଳରେ ବିପଦପୂର୍ଣ୍ଣ ଓ ଅସୁରକ୍ଷିତ କୋଠା ଚିହ୍ନଟ ପାଇଁ ସରକାର ୧୫ ଦିନିଆ ଯାଞ୍ଚ ଅଭିଯାନ ଆରମ୍ଭ କରିଛନ୍ତି।
ରାଜ୍ୟରେ ଆଖୁ ଉତ୍ପାଦନ ବଢ଼ାଇବାକୁ ପ୍ରସ୍ତୁତ ହେବ ସ୍ବତନ୍ତ୍ର ଯୋଜନା।
ରାଜ୍ୟରେ ଓଡ଼ି…
❤2
Signed *UTTAM*
8 Sept 2026, 04:27 UTC577 views2 reactionsread 10 September 2026 *ଖବର ଆଜିର, ୮ ସେପ୍ଟେମ୍ବର, ମଙ୍ଗଳବାର*
==================
ରାଜ୍ୟ କ୍ୟାବିନେଟ୍ରେ ୧୮ ପ୍ରସ୍ତାବ ପାରିତ, ବିଜୁଳି ଭିତ୍ତିଭୂମି ପାଇଁ ୧୬ହଜାର କୋଟି।
ସିବିଏସ୍ଇ ଢାଞ୍ଚା ଆପଣାଇବେ ସରକାର। ମିଶିଯିବ ସିଏଚ୍ଏସ୍ଇ ଓ ବିଏସ୍ଇ।
ଖରିଫ ମଣ୍ଡି ପାଇଁ ସରିଲା ଅବଧି, ୨୧ଲକ୍ଷରୁ ଅଧିକ ଚାଷୀଙ୍କ ପଞ୍ଜୀକରଣ ହେଲା।
ଅବସର ନେବାର ବର୍ଷେ ମଧ୍ୟରେ ପେନ୍ସନ୍ ନମିଳିଲେ ୭ ପ୍ରତିଶତ ହାର ସୁଧ ଦେବେ ସରକାର।
ଭୂଦାନ ଜମି ଜାଲିଆତିର ତଦନ୍ତ କରିବ ରାଜସ୍ୱ ବିଭାଗ। ଜବରଦଖଲ ଉଚ୍ଛେଦ ସହ ପ୍ରକୃତ ବାସହୀନଙ୍କୁ ଜମି ଦ…
❤2
Signed *UTTAM*
6 Sept 2026, 02:38 UTC681 views2 reactionsread 10 September 2026 *ଖବର ଆଜିର, ୬ ସେପ୍ଟେମ୍ବର, ରବିବାର*
==================
ଓଡ଼ିଶାର ୪ ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି।
ଆସନ୍ତା ୩ ବର୍ଷ ମଧ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ୪୫ ହଜାର ଶିକ୍ଷକ ପଦ ପୂରଣ କରାଯିବ ବୋଲି କହିଲେ ମୁଖ୍ୟମନ୍ତ୍ରୀ ମାଝୀ।
ରାଜ୍ୟରେ ୧୨ ହଜାର କୋଟିରେ ୨୨୦୦ ବିଶ୍ୱସ୍ତରୀୟ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ନିର୍ମାଣ କରାଯାଉଛି, କହିଲେ ସରକାର।
୮ ଦଫା ଦାବି ନେଇ ଭୁବନେଶ୍ବରରେ ୨୧ ଦିନ ଧରି ଧାରଣାରତ ଥିବା ହଜାର ହଜାର ଶିକ୍ଷକ ଶିକ୍ଷୟିତ୍ରୀ ଆନ୍ଦୋଳନକୁ ସ…
❤2
Signed *UTTAM*
5 Sept 2026, 01:55 UTC660 viewsread 10 September 2026 ଇତିହାସରେ ଆଜି: (୧୯୯୧) ନେଲସନ ମାଣ୍ଡେଲା ଦକ୍ଷିଣ ଆଫ୍ରିକା କଂଗ୍ରେସ ରାଷ୍ଟ୍ରପତି ନିର୍ବାଚିତ/ (୧୯୭୨) ଜର୍ମାନୀରେ ଅଲିମ୍ପିକରେ ପାଲେଷ୍ଟାନୀ ପଶି ହତ୍ୟା ଓ ଅପହରଣ କଲେ/ (୧୬୯୮) ରୁଷିଆରେ ଦାଢୀ ଉପରେ ଟ୍ୟାକ୍ସ ଲାଗିଲା
=================
*ବନ୍ଦେ ଉତ୍କଳ ଜନନୀ* 🪻🌻🪻
Signed *UTTAM*
5 Sept 2026, 01:55 UTC664 viewsread 10 September 2026 *ଖବର ଆଜିର, ୫ ସେପ୍ଟେମ୍ବର ଶନିବାର*
=================
ସି.ଏମ୍-କିଷାନ୍ ଯୋଜନାର ପଞ୍ଚମ କିସ୍ତି ବାବଦକୁ ୪୧,୩୫,୯୭୮ ଜଣ ଚାଷୀ ଏବଂ ୧୩,୯୪୯ ଭୂମିହୀନ କୃଷି ପରିବାରଙ୍କ ଆକାଉଣ୍ଟକୁ ୮୩୩ କୋଟିରୁ ଅଧିକ ସହାୟତା ରାଶି ହସ୍ତାନ୍ତର ହୋଇଛି।
ଓଡ଼ିଶା ଯାତ୍ରୀ ଦ୍ୱାରା ଭାରତର ପ୍ରଥମ ରାଜ୍ୟ-ମାଲିକାନାରେ ସୁରକ୍ଷା ଆପ୍ ର ଶୁଭାରମ୍ଭ।
ପୁରୀ ଶ୍ରୀମନ୍ଦିର ପୁଣି ହେଲା ଖେଳଘର। ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍, ସୁରକ୍ଷା ବ୍ୟବସ୍ଥା ବିଫଳ।
ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ଜମି ଅଡ଼ୁଆ। ଆବ…
Signed *UTTAM*
4 Sept 2026, 02:35 UTC518 views1 reactionsread 10 September 2026 *ଖବର ଆଜିର, ୪ ସେପ୍ଟେମ୍ବର ଶୁକ୍ରବାର*
================
ରାଜ୍ୟରେ ଏଥର କାଗଜବିହୀନ ହେବ ଦଲିଲ୍ ପଞ୍ଜୀକରଣ, ଚାରି ପୃଷ୍ଠାରେ ସୀମିତ ରହିବ।
ଓଡ଼ିଶାର ୪୧ଲକ୍ଷରୁ ଅଧିକ କୃଷକ ପରିବାରକୁ ମିଳିବ ସିଏମ୍ କିସାନର ପଞ୍ଚମ କିସ୍ତି।
ଓୟୁଏଟିର ୪ଟି ନୂଆ କଲେଜ ପାଇଁ ଜମି ଚିହ୍ନଟ। ମୟୁରଭଞ୍ଜରେ କୃଷି, ସମ୍ବଲପୁରରେ ପ୍ରାଣୀ ଚିକିତ୍ସା, ସୋନପୁରରେ ମତ୍ସ୍ୟ, ଓ ବଲାଙ୍ଗିରରେ କୃଷି କଲେଜ।
ସେପ୍ଟେମ୍ବର ୨୨ରୁ ଓଡ଼ିଶା ବିଧାନସଭାର ୯ଦିନିଆ ୭ମ ଅଧିବେଶନ ଆରମ୍ଭ ହେବ।
ଓଡ଼ିଶା ଶିଳ୍ପ ଭିତ୍ତିଭୂମି ବିକାଶ ନିଗମ (ଇଡ୍କୋ…
❤1
Signed *UTTAM*
3 Sept 2026, 03:06 UTC486 views1 reactionsread 10 September 2026 *ଖବର ଆଜିର, ୩ ସେପ୍ଟେମ୍ବର, ଗୁରୁବାର*
=======================
କ୍ରାଇମବ୍ରାଞ୍ଚ-ଏସ୍ଟିଏ ବୈଠକ: ରାଜ୍ୟରେ ହେବ ‘ଆଦର୍ଶ ସଡ଼କ ସୁରକ୍ଷା ସହର’।
ବାଲେଶ୍ବରକୁ ବନ୍ୟା କରୁଛି ହନ୍ତସନ୍ତ, ସୁବର୍ଣ୍ଣରେଖାରେ ବଡ଼ ବନ୍ୟା, ସତର୍କ ସଙ୍କେତ ଡେଇଁଲା ଜଳକା, ବୁଢ଼ାବଳଙ୍ଗ ନଦୀ।
ରାଜ୍ୟରେ ଗାଡି ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍ ଜରିମାନା ନିୟମରେ ଅଦଳବଦଳ କଲା ପରିବହନ ବିଭାଗ।
କଲେଜରେ ସିଟ୍ ଅଛି, ପିଲା ହେଉନାହାନ୍ତି। ଯୁକ୍ତ ୨ରେ ୨ ଲକ୍ଷ, ଯୁକ୍ତ ୩ରେ ଲକ୍ଷେ ସିଟ୍ ଖାଲି ପଡିଛି।
ରାଜ୍ୟର ୨୮ଟି ନୂଆ ଏନ୍…
❤1
Signed *UTTAM*
2 Sept 2026, 01:16 UTC504 views2 reactionsread 10 September 2026 *ଖବର ଆଜିର, ୨ ସେପ୍ଟେମ୍ବର ବୁଧବାର*
======================
ସହରାଞ୍ଚଳରେ ଜମି କିସମ ବଦଳାଇବା ନିଷ୍ପତ୍ତି ଏଣିକି ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମାଧ୍ୟମରେ ନିଆଯିବ।
ଅକ୍ଟୋବର ୨୬ରୁ ଘରକୁ ଘର ସର୍ଭେ, ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଭୋଟର ତାଲିକାରେ ସଂଶୋଧନ ହେବ।
୧୨୫ ବର୍ଷରେ ସବୁଠୁ ଉତ୍ତପ୍ତ ଅଗଷ୍ଟ। ବର୍ଷା ସତ୍ତ୍ବେ ବଢ଼ିଲା ତାତି।
ବାଣିଜ୍ୟିକ ୧୯ କିଗ୍ରା ବିଶିଷ୍ଟ ଏଲ୍ପିଜି ସିଲିଣ୍ଡରରେ ପ୍ରାୟ ୧୦ ଟଙ୍କା ବୃଦ୍ଧି। ୫ କେଜିଆ ସିଲିଣ୍ଡର ପିଛା ୨ ଟଙ୍କା ବଢିଛି।
ପୁରୀ ଶ୍ରୀମନ୍ଦିର…
❤2
Signed *UTTAM*
1 Sept 2026, 02:09 UTC482 views2 reactionsread 10 September 2026 *ଖବର ଆଜିର, ୧ ସେପ୍ଟେମ୍ବର ମଙ୍ଗଳବାର*
====================
ଆସନ୍ତା ୨ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ବର୍ଷାର ସମ୍ଭାବନା ରହିଛି।
ପୁରୀ ଶ୍ରୀମନ୍ଦିରରେ ୭ଘଣ୍ଟା ୨୫ ମିନିଟ୍ ଧରି ଭିତର ରତ୍ନଭଣ୍ଡାର ଗଣତି ମଣତି ହୋଇଛି।
ଜାତୀୟ ଜୈବବିବିଧତା ପ୍ରାଧିକରଣରୁ ଓଡିଶାକୁ ମିଳିଲା ୫୮ ଲକ୍ଷ ଟଙ୍କା।
ଅନୁସୂଚିତ ଜାତି, ଜନଜାତି ଛାତ୍ରଛାତ୍ରୀଙ୍କୁ ଅଧିକ ସୁବିଧା। ବୃତ୍ତି ଟଙ୍କା ପାଇଲା ପରେ ହେବ ନାମଲେଖା ଓ ଦେବେ ଟିଉସନ୍ ଫି।
ହାଇକୋର୍ଟରେ ୬ଶହ ମିଶନ୍ ଶକ୍ତି ମାମଲାର ଶୁଣାଣି ଶେଷ, ପୁନର୍ଗଠନ ମାର୍ଗଦର୍…
❤2
Signed *UTTAM*
31 Aug 2026, 08:20 UTC450 views2 reactionsread 10 September 2026 *ଖବର ଆଜିର, ୩୧ ଅଗଷ୍ଟ ସୋମବାର*
================
ରାଜ୍ୟ ସମବାୟ ଇତିହାସରେ ଯୋଡ଼ି ହେବ ନୂତନ ଅଧ୍ୟାୟ। “ସମ୍ବନ୍ଧ”ର ଶୁଭାରମ୍ଭ କରିବେ ସରକାର।
ଓଡିଶା ବିଧାୟକଙ୍କର ଦରମା ଓ ଅନ୍ୟାନ୍ୟ ସୁବିଧା କେମିତି ବଢିବ, ଆଲୋଚନା କଲେ ସଂସଦୀୟ ଯୁଗ୍ମ କମିଟି।
ସରକାରୀ କର୍ମଚାରୀ ନିଜ ପରିବାରକୁ ପୋଷଣ ଖର୍ଚ୍ଚ ନଦେଲେ, ସରକାର ସିଧାସଳଖ ଦରମାରୁ କାଟିବେ।
ଓଡ଼ିଶା ଭାଗବତ ଟୁଙ୍ଗି ସୁରକ୍ଷା ସମିତିର ରାଜ୍ୟସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ। ୩୦ ଜିଲ୍ଲାର ୫,୦୦୦ରୁ ଅଧିକ ଟୁଙ୍ଗିକୁ ସଂଗଠନ ସହ ଯୋଡ଼ାଯିବ।
ଓଡ଼ିଶା ସମେତ ୧୬…
❤2
Signed *UTTAM*
30 Aug 2026, 02:20 UTC442 views3 reactionsread 10 September 2026 *ଖବର ଆଜିର, ୩୦ ଅଗଷ୍ଟ ରବିବାର*
================
ଯୁକ୍ତ ୨ ପରୀକ୍ଷାରେ ନୂଆ ନିୟମ। ଏଣିକି ଏକ୍ସ-ରେଗୁଲାର ପରୀକ୍ଷାର୍ଥୀମାନେ ମଧ୍ୟ ଇଣ୍ଟରନାଲ ପରୀକ୍ଷା ଦେବେ।
ଦୁବାଇ ନିବେଶକ ସମ୍ମିଳନୀକୁ ଯିବେ ମୁଖ୍ୟମନ୍ତ୍ରୀ ମାଝି ଓ ଅନ୍ୟ ମନ୍ତ୍ରୀ। ପୁଞ୍ଜିନିବେଶ ପାଇଁ ବିଶ୍ୱର ଶିଳ୍ପପତିଙ୍କୁ ଆମନ୍ତ୍ରଣ କରିବେ।
ରାଜ୍ୟରେ ଦନ୍ତ ଚିକିତ୍ସକଙ୍କ ପାଇଁ ମାସିକ ୨୦,୦୦୦ ଟଙ୍କା ପ୍ରୋତ୍ସାହନ ଘୋଷଣା କଲେ ସରକାର।
ମ୍ୟାଲେରିଆ ମୁକାବିଲା ପାଇଁ ଗଠନ ହେବ ରାଜ୍ୟସ୍ତରୀୟ ବୈଷୟିକ ଦଳ, ଜିଲ୍ଲା ଗସ୍ତ କରିବ ଟିମ୍।
ଓଡ଼ିଶା …
❤2👍1
Signed *UTTAM*
Showing the 12 most recent of 20 posts we hold for @odianewspaper123. View and reaction counts are the latest single reading for each post, not a live figure, and a recent post is still accumulating both. A view count marked ≈ was rounded by Telegram before we ever saw it — t.me prints views in full below 1,000 and to three significant figures above, so ≈1,200,000 means somewhere between 1,150,000 and 1,249,999. Unmarked counts are exact. Text is reproduced from the public post preview and truncated for length.